ଶତ୍ରୁକୁ କଡା ଜବାବ: ଏବେ ଦିଲ୍ଲୀର ୩୦୦୦ ହୋଟେଲ ଏବଂ ଗେଷ୍ଟ ହାଉସରେ ରହି ପାରିବେ ନାହିଁ ଚୀନ ନାଗରିକ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଗାଲଓ୍ଵାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଭାରତରେ ଚୀନର ଜିନିଷକୁ ବର୍ଜନ କରିବାର ଦାବି ଜୋର ଧରିଛି। ଏବେ ଚୀନ ଭାରତ ପ୍ରତି କରିଥିବା ହିଂସାତ୍ମକ ବ୍ୟବହାର ପାଇଁ ଚୀନ୍ ନାଗରିକମାନଙ୍କୁ ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସରେ ରହିବାକୁ ଅନୁମତି ନଦେବା ନେଇ ନିଷ୍ପତ୍ତି ନିଆଯାଇଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ବ୍ୟବସାୟୀ ତଥା … Continue reading ଶତ୍ରୁକୁ କଡା ଜବାବ: ଏବେ ଦିଲ୍ଲୀର ୩୦୦୦ ହୋଟେଲ ଏବଂ ଗେଷ୍ଟ ହାଉସରେ ରହି ପାରିବେ ନାହିଁ ଚୀନ ନାଗରିକ